ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ ଜୈସ୍‌ ମୁଖ୍ୟ ମାସୁଦ ଆଝାରକୁ କହିଛି ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘର ମାନବ ଅଧିକାର ସଂଗଠନର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲନା ମାସୁଦ ଆଝାରକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ କହିଛି ପାକିସ୍ତାନ। ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଅତ୍ୟନ୍ତ ଗୋପନୀୟ ତଥ୍ୟ ଅନୁସାରେ ୫୧ ବର୍ଷିଅ ମାସୁଦକୁ ଆସନ୍ତା କିଛି ଦିନ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ତୀବ୍ର କରିବାକୁ ପାକିସ୍ତାନ କହିଛି। ଗତ ଫେବ୍ରୁଆରିରେ ପୁଲଓ୍ଵାମା ଆକ୍ରମଣ … Continue reading ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ ଜୈସ୍‌ ମୁଖ୍ୟ ମାସୁଦ ଆଝାରକୁ କହିଛି ପାକିସ୍ତାନ